19.1 C
Bhubaneswar
Sunday, January 11, 2026
Homeଓଡିଶାବିଲ ମଝିରୁ ଅଧାପୋଡା ମୃତଦେହ ଉଦ୍ଧାର

ବିଲ ମଝିରୁ ଅଧାପୋଡା ମୃତଦେହ ଉଦ୍ଧାର

ଭଦ୍ରକ: ବିଲ ମଝିରୁ ଅଧାପୋଡା ମୃତଦେହ ଉଦ୍ଧାର । ମୃତଦେହକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ଭଦ୍ରକ ଜିଲ୍ଲାର ଗ୍ରାମାଞ୍ଚଳ ଥାନା ଅସୁରା ଗାଁର ଏକ ବିଲରୁ ଅଧାପୋଡା ମୃୃତଦେହ ଠାବ କରାଯାଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣାସ୍ଥଳରେ ଫରେନସିକ୍ ଦଳ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛନ୍ତି । ତେବେ କିପରି ଏହି ଘଟଣାଟି ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛିି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking