28.1 C
Bhubaneswar
Tuesday, January 20, 2026
Homeଓଡିଶାଆଜି ଏକ ନମ୍ବର ହାଟ ବନ୍ଦ

ଆଜି ଏକ ନମ୍ବର ହାଟ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍ – ୧ ହାଟରେ ନିଆଁ ଲାଗିବ ପ୍ରସଙ୍ଗ। ଆଜି ଏକ ନମ୍ବର ହାଟ ବନ୍ଦ ରଖିଲା ବିଏମସି। ଉଭୟ ଭିତରେ ଓ ବାହାର ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତି ପାଖାପାଖି ଗୋଟାଏରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ମାର୍କେଟର ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍‌ ଷ୍ଟ୍ରାଇକ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲିଭାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି । ତେବେ କେମିତି ଘଟିଲା ଏତେ ବଡ ଅଗ୍ନିକାଣ୍ଡ, ତାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ

ଜଳିଗଲା ୧ ନମ୍ବର ମାର୍କେଟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking