ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଭୟାବହ ଅଗ୍ନିକାଣ୍ଡ । ୟୁନିଟ୍-ୱାନ୍ ବା ୧ ନମ୍ବର ମାର୍କେଟରେ ନିଆଁ ଲାଗି ଜଳିଯାଇଛି ୨୫ରୁ ଅଧିକ ଦୋକାନ । ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଜଳିପଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତି ପାଖାପାଖି ଗୋଟାଏ ରେ ହଠାତ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ- ୧ ମାର୍କେଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଚାହୁଁଚାହୁଁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ନିଆଁ ଲିଭାଇବା ପାଇଁ … Continue reading ଜଳିଗଲା ୧ ନମ୍ବର ମାର୍କେଟ
Copy and paste this URL into your WordPress site to embed
Copy and paste this code into your site to embed