18.1 C
Bhubaneswar
Monday, February 2, 2026
Homeଓଡିଶାଭୁବନେଶ୍ୱରରେ ଗୁଟ୍‌ଖା ଗୋଦାମ ରେଡ୍

ଭୁବନେଶ୍ୱରରେ ଗୁଟ୍‌ଖା ଗୋଦାମ ରେଡ୍

ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ୍ ଗୁଟଖା ଗୋଦାମ ଉପରେ ଚଢାଉ । ଭରତପୁର ଥାନା କୋଳଥିଆ ଅଞ୍ଚଳର ଗୁଟ୍‌ଖା ଗୋଦାମରେ ରେଡ୍ । ଗୁଟ୍‌ଖା ପାନମସଲା ଗଚ୍ଛିତ ସୂଚନା ପରେ ପୋଲିସର ରେଡ୍ । ରେଡ୍ କରି ସମସ୍ତ ଗୁଟ୍‌ଖା ଜବତ ସହ ଗୋଦାମ ଘରକୁ ସିଲ୍ କଲା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking