26.1 C
Bhubaneswar
Friday, March 27, 2026
Homeଓଡିଶାବନ୍ଧୁକ ଦେଖାଇ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ବନ୍ଧୁକ ଦେଖାଇ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ବଡ ଧରଣର ଲୁଟ୍ ହୋଇଛି। ବନ ବିଭାଗର ଏହି କେନ୍ଦୁ ପତ୍ର ଫଡି ଅର୍ଥାତ୍ ଗୋଦାମରେ ବୁଧବାର ରାତିରେ ମୁଖାପିନ୍ଧା ୧୦ ଜଣ ଡକାୟତ ଫଡି ଭିତରକୁ ପଶି ଆସିଥିଲେ।

ସେଠି ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ସେମାନଙ୍କୁ ନେଇ ଏକ ଘରେ ବନ୍ଦ କରିଦେଇଥିଲେ। ପରେ ବସ୍ତା ବସ୍ତା କେନ୍ଦୁପତ୍ର ଲୁଟି ନେବା ସହ କର୍ମଚାରୀମାନେ ପାଇଥିବା ୭ ହଜାର ଟଙ୍କା ଦରମା ବି ଲୁଟି ନେଇଛନ୍ତି। ଘଟଣା ସମ୍ପର୍କରେ ଜଣାପଡିବା ପରେ ବନ ବିଭାଗ ଓ ପୁଲିସ୍ ପହଞ୍ଚି ତଦନ୍ତ କରୁଛି।

ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking