27.1 C
Bhubaneswar
Saturday, December 13, 2025
Homeଓଡିଶାନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡା: କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ନବମ ଶ୍ରେଣୀ ଛାତ୍ରଙ୍କ ଅଣ୍ଟାରୁ ବନ୍ଧୁକ ବାହାରିଥିବା ଦେଖିବାକୁ ମିଳିଛି । ଗଣିତ ସାର ଯାଞ୍ଚ କରିବାବେଳେ ଛାତ୍ରଙ୍କ ସଅଣ୍ଟାରୁ ବନ୍ଧୁକ ବାହାରିଛି । ପ୍ରଧାନଶିକ୍ଷକଙ୍କ ଅଭିଯୋଗ ପରେ ପୋଲିସ ବନ୍ଧୁକ ଜବତ କରିଛି । ଏବଂ ଜବତ ବନ୍ଧୁକକୁ ଫୋରେନସିକ ଟେଷ୍ଟ ପାଇଁ ପଠାଯାଇଛି । ଛାତ୍ରକୁ ସୁଧାର ଗୃହରେ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking