26.9 C
Bhubaneswar
Monday, October 7, 2024
Homeଓଡିଶାବ୍ୟକ୍ତିଗତ ସଚିବ, ଓଏସ୍‌ଡି ପାଇଁ ଗାଇଡଲାଇନ ଜାରି

ବ୍ୟକ୍ତିଗତ ସଚିବ, ଓଏସ୍‌ଡି ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର : ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ, ଓଏସ୍‌ଡି ପାଇଁ ଗାଇଡଲାଇନ । ରାଜ୍ୟ ସରକାରଙ୍କ ଜିଏ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟା ଅଫିସର ହୋଇପାରିବେ ବ୍ୟକ୍ତିଗତ ସଚିବ । ଯୁଗ୍ମ ସଚିବ କିମ୍ବା ଅନୁ ସଚିବ ପାହ୍ୟା ଅଫିସର ହୋଇପାରିବେ ଓଏସ୍‌ଡି । ପ୍ରାଇଭେଟ୍ ସେକ୍ରେଟାରୀଙ୍କଠାରୁ ଗୋଟିଏ ରାଙ୍କ ଜୁନିଅର ହୋଇଥିବେ ଓଏସ୍‌ଡି । ପୂର୍ବରୁ ପ୍ରାଇଭେଟ୍ ସେକ୍ରେଟାରୀ, ଓଏସ୍‌ଡି ଥିଲେ ୫ ବର୍ଷ ବ୍ୟବଧାନ ଜରୁରୀ । ପୂର୍ବ ନିଯୁକ୍ତି ଓ ବର୍ତ୍ତମାନ ନିଯୁକ୍ତି ମଧ୍ୟରେ ୫ ବର୍ଷ ବ୍ୟବଧାନ ବାଞ୍ଛନିୟ । ସଂପୃକ୍ତ ଅଧିକାରୀଙ୍କ ନାଁରେ କିଛି ମାମଲା ବିଚାରାଧୀନ ନଥିବା ଜରୁରୀ । ଶୃଙ୍ଖଳାଗତ, ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନଥିବା ଆବଶ୍ୟକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking