15.1 C
Bhubaneswar
Wednesday, December 10, 2025
Homeଓଡିଶାସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ କିରାଣି ନିଲମ୍ବିତ

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ କିରାଣି ନିଲମ୍ବିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କନିଷ୍ଠ କିରାଣିଙ୍କ କଳା କାରନାମା । ଅର୍ଥ ହେରଫେର ଅଭିଯୋଗରେ କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ନାମରେ ମାମଲା ରୁଜୁ । ଅନୁଗୁଳ ଥାନାରେ ସୁବ୍ରତ ବେହେରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାମଲା ପରେ ସୁବ୍ରତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ । ନିଜ ବ୍ୟାଙ୍କ ଆକାଉଣ୍ଟକୁ ଦରମା ସହ କୋଟି କୋଟି ଟଙ୍କା ଅତିରିକ୍ତ ନେବା ସହ ବହୁ ଡାକ୍ତରଙ୍କୁ ବି ଚୂନା ଲଗାଇଛନ୍ତି ଏହି କନିଷ୍ଠ କିରାଣି । ଡାକ୍ତରମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଧିକ ଦରମା ପଠାଇ ପରେ ଟ୍ରେଜେରିରେ ଫେରସ୍ତ କରିବାକୁ କହି ସେମାନଙ୍କ ଠାରୁ ନଗଦ ନେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking