21.1 C
Bhubaneswar
Monday, December 8, 2025
Homeଓଡିଶାଗ୍ରୀନ କରିଡର ହେବ ନୂଆ ରାସ୍ତା: ପୂର୍ତ୍ତମନ୍ତ୍ରୀ

ଗ୍ରୀନ କରିଡର ହେବ ନୂଆ ରାସ୍ତା: ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର:  ରାଜ୍ୟର ପ୍ରତ୍ୟେକ ନୂତନ ରାସ୍ତା ହେବ ଗ୍ରୀନ କରିଡର । ଏନେଇ ସୂଚନା ଦେଇଛନ୍ତି, ପୂର୍ତ୍ତ ମନ୍ତ୍ରୀ ।  ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛନ୍ତି । ରାଜପଥ, ଜିଲ୍ଲା ମୁଖ୍ୟ ରାସ୍ତା ସହ ଅନ୍ୟାନ୍ୟ ସମସ୍ତ ସଡକରେ ହେବ ବୃକ୍ଷରୋପଣ । ରାସ୍ତାରେ ଲାଗିବ କ୍ୟୁଆର ସ୍କାନର, ଲୋକଙ୍କୁ ମିଳିବ ସମସ୍ତ ତଥ୍ୟ ।

ପଞ୍ଚୁକ ପରେ ରତ୍ନଭଣ୍ଡାର ଗଣତିମଣତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking