27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଭୂକମ୍ପରେ ଥରିଲା ଗ୍ରୀସ୍

ଭୂକମ୍ପରେ ଥରିଲା ଗ୍ରୀସ୍

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଗ୍ରୀସ୍ । ସକାଳେ ସକାଳେ ଗ୍ରୀସରେ ବଡ଼ ଧରଣର ଭୂମିକମ୍ପ । ସକାଳ ୮ଟା ୪୯ ମିନିଟରେ ଗ୍ରୀସରେ ଭୂମିକମ୍ପ ହୋଇଥିବା ସୂଚନା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ କରାଯାଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି ।ସେପଟେ ଭୂକମ୍ପ ପରେ ସୁନାମୀ ନେଇ ମଧ୍ୟ ସତର୍କ କରାଯାଇଛି । ତେବେ ଗତ କିଛି ଗିନ ଧରି ଗ୍ରୀସର ପିଛା ଛାଡୁନି ଭୂମିକମ୍ପ । ଗତ ସପ୍ତାହରେ ଗ୍ରୀସରେ ଭୂମିକମ୍ପ ହୋଇଥିଲା । ମେ ୧୩ ତାରିଖରେ ୬.୧ ତୀବ୍ରତାର ଭୂମ୍ପକ ଝଟକା ଗ୍ରୀସକୁ ଲାଗିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking