23.1 C
Bhubaneswar
Sunday, February 15, 2026
Homeଓଡିଶା୨୦୩୬ ସୁଦ୍ଧା ଗ୍ରେଟର ଭୁବନେଶ୍ୱର : ମନ୍ତ୍ରୀ

୨୦୩୬ ସୁଦ୍ଧା ଗ୍ରେଟର ଭୁବନେଶ୍ୱର : ମନ୍ତ୍ରୀ

ଭୁବନେଶ୍ୱର : ୨୦୩୬ ସୁଦ୍ଧା ତିଆରି ହେବ ଗ୍ରେଟର  ଭୁବନେଶ୍ୱର । ବିକଶିତ ଓଡିଶା ଭିଜନ ନେଇ ତିଆରି ହେବ ଗ୍ରେଟର ଭୁବନେଶ୍ୱର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପୁରୀ , କୋଣାର୍କ , ଖୋର୍ଦା ଭୁବନେଶ୍ୱର , କଟକ , ପାରାଦୀପକୁ ମିଶାଇ ତିଆରି ହେବ ।   ସମସ୍ତ ସହରକୁ ସଂଯୋଗ କରିବାକୁ ରିଙ୍ଗ ରୋଡ ହେବ । ଟାଉନ ପ୍ଲାନିଂ ସ୍କିମରେ  ଭୁବନେଶ୍ୱରର ଉପକଣ୍ଠ ସ୍ଥାନ ବିଏମସିରେ ସାମିଲ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking