25.1 C
Bhubaneswar
Monday, December 8, 2025
Homeଓଡିଶାଦୁର୍ଘଟଣାରେ ବଡବାପା, ପୁତୁରା ମୃତ

ଦୁର୍ଘଟଣାରେ ବଡବାପା, ପୁତୁରା ମୃତ

ଗଞ୍ଜାମ:  ୨ ବାଇକ ମୁହାଁମୁହିଁ ଧକ୍କାରେ ବଡବାପା , ପୁତୁରା ମୃତ ।  ଗଞ୍ଜାମ ଜିଲ୍ଲା ପୋଲସରା ବୁଗୁଡା ଥାନା ୧୬ ମାଇଲି ଛକ ନିକଟରେ ଦୁର୍ଘଟଣା ଘଟିଛି । ବାଇକ ସହ ଧକ୍କା ହୋଇ ଟ୍ରେଲର  ଟକା ତଳକୁ ଆସିଯିବାରୁ ମୃତ୍ୟୁ ହୋଇଛି ।  ଜଣେ ଗୁରୁତର ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking