ଭୁବନେଶ୍ୱର: ପୁରୀ ଚାଷୀ ମୃତ୍ୟୁ ଘଟଣାର ତଦନ୍ତ ହେବ । ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀଙ୍କ ସୂଚନା ଦେଇ କହିଛନ୍ତି । ଚାଷୀ ମୃତ୍ୟୁ ନେଇ ତଦନ୍ତ ନିର୍ଦେଶ ଦିଆଯାଇଛି । ଚାଷୀମାନେ ଅଧର୍ଯ୍ୟ ହୁଅନ୍ତୁ ନାହିଁ । ସବୁ କ୍ଷେତ୍ରରୁ ସାମ୍ନା କରିବାକୁ ଓଡିଶାବାସୀ ଅଭ୍ୟସ୍ତ । ଆଦୌ ବ୍ୟସ୍ତ , ବିବ୍ରତ ହୁଅନ୍ତୁ ନାହିଁ । ସରକାର ଚାଷୀଙ୍କ ସହ ଅଛନ୍ତି ।