24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ନୂଆଦିଲ୍ଲୀ: ବୁଧବାର ଦିନ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଗୋବିନ୍ଦା ତାଙ୍କର ପ୍ରଥମ ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ସେୟାର କରିଛନ୍ତି। ମଙ୍ଗଳବାର ରାତିରେ ଅଭିନେତା ହଠାତ୍ ଚେତାଶୂନ୍ୟ ହୋଇଯାଇଥିଲେ। କିଛି ଘଣ୍ଟା ପରେ, ଅଭିନେତା ଚିନ୍ତିତ ପ୍ରଶଂସକମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ “ଠିକ୍” ଅଛନ୍ତି।  ସୂଚନା ଥାଉକି ବଲିଉଡ ଅଭିନେତା ଏବଂ ପୂର୍ବତନ ସାଂସଦ ଗୋବିନ୍ଦାଙ୍କ ହଠାତ ଅଚେତ ହୋଇ ଘରେ ପଡିଯାଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking