ଭୁବନେଶ୍ୱର: ଧାନମଣ୍ଡି ଖୋଲିଯିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ । କୃଷକଙ୍କ ଉନ୍ନତିକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଦଲାଲ ମୁକ୍ତ ଧାନ କିଣା ପାଇଁ ବ୍ୟବସ୍ତା ହୋଇଛି । କଟନୀ – ଛଟନି ରୋକିବାକୁ ବ୍ୟାପକ ବ୍ୟବସ୍ତା ହୋଇଛି । ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ସରକାର ସୁନିଶ୍ଚିତ କରୁଛନ୍ତି ।