21.1 C
Bhubaneswar
Friday, February 6, 2026
Homeଓଡିଶାକୋଟିଆକୁ ସରକାର ଯିବେ: ଉପମୁଖ୍ୟମନ୍ତ୍ରୀ

କୋଟିଆକୁ ସରକାର ଯିବେ: ଉପମୁଖ୍ୟମନ୍ତ୍ରୀ

ଜୟପୁର: ଏଣିକି ସୀମାନ୍ତ କୋଟିଆ ଅଞ୍ଚଳକୁ ଯିବେ ରାଜ୍ୟ ସରକାର। କୋଟିଆ ଗସ୍ତ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା। କହିଲେ ଆସନ୍ତାକାଲି କୋଟିଏ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି। କୋଟିଆ ଅଂଚଳର ୨୦୦୦ରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା। ବାଦ୍ ପଡ଼ିଥିବା ୨୪୬ ମହିଳା ଏକାବେଳେ ପାଇବେ ୩ଟି କିସ୍ତି ଟଙ୍କା।

୫ ଜିଲ୍ଲା ଗସ୍ତରେ ଉପମୁଖ୍ୟମନ୍ତ୍ରୀ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking