19.1 C
Bhubaneswar
Monday, December 29, 2025
Homeଓଡିଶାରାଜ୍ୟ ଭିତରେ ବିମାନ ଯାତ୍ରା କରିପାରିବେ ସରକାରୀ ଅଧିକାରୀ

ରାଜ୍ୟ ଭିତରେ ବିମାନ ଯାତ୍ରା କରିପାରିବେ ସରକାରୀ ଅଧିକାରୀ

ଭୁବନେଶ୍ୱର : ଏଣିକି ସରକାରୀ କାର୍ଯ୍ୟରେ ରାଜ୍ୟ ଭିତରେ ବିମାନଯୋଗେ ଯାତ୍ରା କରିପାରିବେ ସରକାରୀ ଅଧିକାରୀ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗ୍ରୁପ୍-ଏ ବର୍ଗର (ଲେଭେଲ-୧୨ ଏବଂ ତଦୁର୍ଦ୍ଧ) ରାଜ୍ୟ କର୍ମଚାରୀଙ୍କୁ ରାଜ୍ୟ ରାଜ୍ୟ ମଧ୍ୟରେ ସରକାରୀ କାର୍ୟ୍ୟକ୍ରମ ସମୟରେ ବିମାନ ଯୋଗେ ଯାତ୍ରା କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଆନ୍ତଃରାଜ୍ୟ ଆକାଶମାର୍ଗରେ ସଂଯୋଗକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତୁରନ୍ତ ପ୍ରଭାବ ସାହିତ ଏହି ନିଷ୍ପତ୍ତି କାର୍ୟ୍ୟକାରୀ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking