26.1 C
Bhubaneswar
Wednesday, April 30, 2025
Homeଓଡିଶାଖଣି ଚୋରି, ସରକାର ନୀରବଦ୍ରଷ୍ଟା: ପ୍ରତାପ

ଖଣି ଚୋରି, ସରକାର ନୀରବଦ୍ରଷ୍ଟା: ପ୍ରତାପ

ଭୁବନେଶ୍ୱର: ସୁନ୍ଦରଗଡରେ ଖଣି ଚୋରି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ  ବିରୋଧୀ ଦଳ ଉପନୁଖ୍ୟ ସଚେତକ ପ୍ରତାପ ଦେବ । ରାଜ୍ୟରେ ବ୍ୟାପକ ଖଣି ଚୋରି ହେଉଛି । ଏହି ପ୍ରସଙ୍ଗରେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ବିଜେଡି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛି । ମାତ୍ର ଏହାକୁ ସରକାର ଅସ୍ୱୀକାର କରୁଥିଲେ । ଉପବାଚସ୍ପତି ଚିଠି ପରେ ସରକାରଙ୍କ ବୁଦ୍ଧ ଉଦୟ ହୋଇଛି ।  ଦୁଇ ମନ୍ତ୍ରୀ ତଦାରଖ ପାଇଁ ସୁନ୍ଦରଗଡ  ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking