ଭୁବନେଶ୍ୱର: ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବର୍ଷିଲେ ଅରୁଣ ସାହୁ । କହିଲେ ଜେସିବି ଲଗାଇ ଲୋକଙ୍କୁ ମାରି ଦିଆଯାଇଛି । ପେପର ଖୋଲିଲେ ଖାଲି ମର୍ଡର ମର୍ଡର । ଡବଲ ଇଞ୍ଜିନ ସରକାରଙ୍କ ଉପହାର କଣ । ସରକାରଙ୍କୁ ଡରୁନାହାନ୍ତି ଅପରାଧୀ , ତଦନ୍ତହୀନ ସରକାର । ହାତଯୋଡି ଅନୁରୋଧ , ଆଇନଶୃଙ୍ଖଳା ନିୟନ୍ତ୍ରଣକୁ ଆଣନ୍ତୁ ।