17.1 C
Bhubaneswar
Sunday, December 7, 2025
Homeଓଡିଶା୩ ତାରିଖରେ ୪ ଜିଲ୍ଲାରେ ସରକାରୀ ଛୁଟି

୩ ତାରିଖରେ ୪ ଜିଲ୍ଲାରେ ସରକାରୀ ଛୁଟି

ଭୁବନେଶ୍ୱର: ୩ ତାରିଖରେ ଦକ୍ଷିଣ ଓଡଶାର ୪ ଜିଲ୍ଲାରେ ସରକାରୀ ଛୁଟି  ଘୋଷଣା କରାଯାଇଛି । ଗଞ୍ଜାମ , ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡରେ ବି ସରକାରୀ ଛୁଟି ଘୋଷଣା କରାଯାଇଛି । କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ ଆରଡିସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking