32.1 C
Bhubaneswar
Sunday, July 27, 2025
Homeଓଡିଶାଗୋପାଳପୁର ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ  ଉଦ୍ୟମ କରିବୁ

ଗୋପାଳପୁର ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ  ଉଦ୍ୟମ କରିବୁ

ଗଞ୍ଜାମ: ଗୋପାଳପୁର ଦୁଷ୍କର୍ମ ମାମଲାରେ   ପ୍ରେସମିଟରେ  ବ୍ରହ୍ମପୁର ଏସ ପି ସୂଚନା ଦେଇଛନ୍ତି ।  ସାଇଣ୍ଟିଫିକ ଟିମ ପହଞ୍ଚି  ଘଟଣାସ୍ଥଳ ପରିଦର୍ଶନ କରିଛି । ଘଟମାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଛି । ସାଇଣ୍ଟିଫିକ ପ୍ରମାଣ ମଧ୍ୟ ସଂଗ୍ରହ ହୋଇଛି । ଚାର୍ଜସିଟରେ ସବୁ ପ୍ରମାଣ ଦାଖଲ କରିବ ପୁଲିସ । ପୀଡିତାଙ୍କ ଠାରୁ  ଟଙ୍କା ଛଡେଇ ନେଇଥିବା ଅଭିଯୋଗ ହୋଇଛି । ତିନି ଜଣ ମୁଖ୍ୟ ଅଭିଯୁକ୍ତ ଗଣଦୁଷ୍କର୍ମ କରିଛନ୍ତି । ମୋଟ ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି ।  ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପାଇଁ ଉଦ୍ୟମ କରିବୁ । ଅଭିଯୋଗ ପରେ ପୁଲଲିସ ତୁରନ୍ତ କାଯ୍ୟାନୁଷ୍ଠାନ ନେଇଛି ।  ଅଘଟଣ ରୋକିବାକୁ ଆଗକୁ  ପାଟ୍ରୋଲିଂ କଡାକଡି  କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking