25.1 C
Bhubaneswar
Saturday, December 6, 2025
Homeଓଡିଶାଗୋପାଳପୁର ଗଣଦୁଷ୍କର୍ମ ଘଟଣା: କମିଟି କଲା ଏଆଇସିସି

ଗୋପାଳପୁର ଗଣଦୁଷ୍କର୍ମ ଘଟଣା: କମିଟି କଲା ଏଆଇସିସି

ଗଞ୍ଜାମ: ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ କମିଟି ଗଠନ କଲା ଏଆଇସିସି । ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଦୀପା ଦାସମୁନିସିଙ୍କ ଆବାହକତ୍ୱରେ କମିଟି ଗଠନ କରାଯାଇଛି । କମିଟିରେ ସାଂସଦ ରଞ୍ଜିତ ରଞ୍ଜନ, ପ୍ରଣତି ସିନ୍ଦେ, ଏସ ଜ୍ୟୋତିମଣି , ଶ୍ରୀମତି ଶୋଭା ଓଝା ଏବଂ ଅନ୍ୟତମ ସଦସ୍ୟ ରହିବେ । ଓଡିଶାରେ ମହିଳା ବିରୋଧୀ ହିଂସା ନେଇ ତଦନ୍ତ କରି ରିପୋର୍ଟ ଦେବେ । ଆଜି ୧୦ ଅଭିଯୁକ୍ତଙ୍କର ଡିଏନଏ ନମୁନା ନିଆଯାଇଛି।   ଘଟଣା ସ୍ଥଳରୁ କ୍ରାଇମ୍ ଏଗନେଷ୍ଟ ୱମେନ୍ (ସିଏଡବ୍ଲୁ) ଟିମ୍‌କୁ  ଅନେକ ତଥ୍ୟ ଓ ତଥ୍ୟ ଭିତ୍ତିକ ପ୍ରମାଣ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking