27.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶବିଜାପୁର ପୁଲିସକୁ ସଫଳତା

ବିଜାପୁର ପୁଲିସକୁ ସଫଳତା

ଛତିଶଗଡ: ଛତିଶଗଡ ବିଜାପୁର ପୁଲିସକୁ ବଡ ସଫଳତା ମିଳିଛି । ୨ଟି ପ୍ରେସର କୁକର ବୋମାକୁ ନଷ୍ଟ କଲେ ଯବାନ । ଗାଙ୍ଗାଲୁର ଥାନା ମୁତୱେଣ୍ଡ ଓ ପଡିଆ ରାସ୍ତାରେ ଖଞ୍ଜିଥିଲେ ବୋମା । ୧୪ ମାଓବାଦୀଙ୍କୁ ଗିରଫ କଲେ ତିଆରିଜ ଓ ସିଆରପିଏଫ୍ ଯବାନ । ୧୪ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ନାଁରେ ଥିଲା ୩୬ ଲକ୍ଷର ପୁରଷ୍କାର ରାଶି । ଏନେଇ ଏସପି ମୟଙ୍କ ଗୁର୍ଜର ସୂଚନା ଦେଇଛନ୍ତି ।
https://www.youtube.com/watch?v=Qsvzy0KAb2Y

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking