25.1 C
Bhubaneswar
Monday, December 8, 2025
Homeଓଡିଶାମାପରେ ଠକୁଛନ୍ତି ସୁନା ଦୋକାନୀ: ମନ୍ତ୍ରୀ

ମାପରେ ଠକୁଛନ୍ତି ସୁନା ଦୋକାନୀ: ମନ୍ତ୍ରୀ

ଭୁବନେଶ୍ୱର: ସୁନା କିଣୁଥିଲେ ଗ୍ରାହକ ସାବଧାନ । ମାପରେ ଠକୁଛନ୍ତି ସୁନା ଦୋକାନୀ ।  ୩ ବର୍ଷରେ ସାମ୍ନାକୁ ଆସିଛି ୧୬ ମାମଲା ।  ୨ ଲକ୍ଷ ୨୬ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ।  ନିମ୍ନମାନର ସୁନା ଦେଇ ଧରାପଡିଛନ୍ତି  ୮ ଦୋକାନୀ ।  ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking