ଖଲ୍ଲିକୋଟ: ମେରୁ ଯାତ୍ରାରେ ମାତିଲେ ଲୁଟେରା । ୪ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟ୍ ଅଭିଯୋଗ । ଖଲ୍ଲିକୋଟ ଥାନା ପଥରା ଗାଁ ମେରୁ ଯାତ୍ରାରେ ଚୋରି । ଜଣେ ମହିଳାଙ୍କୁ ଧରି ଥାନାରେ ଜିମା ଦେଲେ ଲୋକେ ।