25.1 C
Bhubaneswar
Monday, December 8, 2025
Homeଦୁର୍ଗାପୂଜା ଉତ୍ସବ ଏବଂ ଓଡ଼ିଶାର ପ୍ରସିଦ୍ଧ -2025ସୁନା ରୂପାରେ ଝଟକୁଛନ୍ତି ମାତା ଦୁର୍ଗା

ସୁନା ରୂପାରେ ଝଟକୁଛନ୍ତି ମାତା ଦୁର୍ଗା

ଭୁବନେଶ୍ୱର: ଆସୁଛି ଦୁର୍ଗାପୂଜା । ସୁସଜ୍ଜିତ ପରିବେଶ । ଆଉ ମାଙ୍କ ମେଢ । କଟକରେ ଯେପରି ମାଙ୍କୁ ସୁନା, ରୂପା ରେ ସୁସଜ୍ଜିତ କରାଯାଇଥାଏ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମାଙ୍କୁ  ସୁନା, ରୂପାରେ ଛାଇ କରିଦିଅନ୍ତି । ଯାହାକି ମାଙ୍କ ଦୁର୍ଗାମେଢ ରାଜଧାନୀରେ ଆକର୍ଷଣ ସାଜିଛି ।  ମାଙ୍କ ମୁକୁଟରେ ଲାଗିଛି ସୁନା । ଆଉ ମସ୍ତକରେ ଚିକ ଚିକ ହୋଇ ଝଟକୁଛି ଏହି ସୁନା ମୁକୁଟ । ରୂପାମେ ସଜା ଯାଇଛି ମେଢ ।  ପାଖାପାଖି କୁଇଣ୍ଟାଲ କୁଇଣ୍ଟାଲ ସୁନା ,ରୂପା ଲାଗିଥାଏ ମାଙ୍କପାଖରେ ଆଉ ପାଶ୍ୱ ଦେବା ଦେବୀଙ୍କ ପାଖରେ । ଏହି ଦିନ ସମସ୍ତେ ମାଙ୍କୁ ସ୍ୱଚ୍ଛ ମନରେ ପୂଜାର୍ଚ୍ଚନା କରିଥାନ୍ତି । ରାଗ ରୂଷା ଅଭିମାନ ଛାଡି ଏକାକୀ ହୋଇ ଭାଇଚାରାର ପର୍ବ ଭଳି ବେଶ ଆଡମ୍ବରରେ ପାଳିଥାନ୍ତି । ଛୋ ଛୋଟ ପିଲାମାନେ ମଧ୍ୟ ବିଭିନ୍ନ ମେଳା ବୁଲି ଖୁସିରେ ଖେଳିଥାନ୍ତି । ଦୂର୍ଗାପୂଜାରେ ଚାଲିଆଡେ ମେଳାର ଆସର ଜମିଥାଏ । ବିଭିନ୍ନ ପ୍ରକାର ଷ୍ଟଲ ମଧ୍ୟ ପଡିଥାଏ ।  ଶ୍ରଦ୍ଧାଳୁମାନେ ମାଙ୍କ ଦର୍ଶନ କରି  ମେଳାରୁ କିଛି ଜିନିଷ ନେଇ ଘରକୁ ଯାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking