18.1 C
Bhubaneswar
Thursday, December 18, 2025
Homeଓଡିଶାଗ୍ୟାସ୍ ଲିକ୍ : ଜଣେ ଶ୍ରମିକ ମୃତ, ୫ ଗୁରୁତର

ଗ୍ୟାସ୍ ଲିକ୍ : ଜଣେ ଶ୍ରମିକ ମୃତ, ୫ ଗୁରୁତର

ଝାରସୁଗୁଡା : ଝାରସୁଗୁଡାରେ ଗ୍ୟାସ୍ ଲିକ୍ : ଜଣେ ଶ୍ରମିକ ମୃତ, ୫ ଗୁରୁତର । ବୁଢିପଦର ସ୍ଥିତ ଓଡିଶା ମେଟାଲିକ କାରଖାନାରେ ଗ୍ୟାସ୍ ଲିକ । କାର୍ବନ ମନୋକ୍ସାଇଡ ଗ୍ୟାସ୍ ଲିକ୍ ଯୋଗୁଁ ଅଘଟଣ । ୫ ଅସୁସ୍ଥଙ୍କୁ ସ୍ଥାନୀୟ ଏକ ଘରୋଇ ମଡେିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣେ ଠିକା ଶ୍ରମିକ । ତେବେ ଅହି ଘଟମାକୁ ନେଇ କାରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି ।

ପୁଣି ହୀରାକୁଦରେ ଖୋଲିଲା ଆଉ ୪ ଗେଟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking