18.1 C
Bhubaneswar
Friday, December 26, 2025
Homeଓଡିଶାଏୟାରଫିଲ୍ଡ ଥାନାରେ ଫାଟିଲା ଗ୍ୟାସ ସିଲିଣ୍ଡର

ଏୟାରଫିଲ୍ଡ ଥାନାରେ ଫାଟିଲା ଗ୍ୟାସ ସିଲିଣ୍ଡର

ଭୁବନେଶ୍ୱର : ରାଜଧାନୀର ଏୟାରଫିଲ୍ଡ ଥାନାରେ ଫାଟିଲା ଗ୍ୟାସ ସିଲିଣ୍ଡର। ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଏସିପି କେ.ସି ପଲେଇ କହିଛନ୍ତି ଜଣେ ଆହାତ ହୋଇଛନ୍ତି ଏବଂ ଆହତଙ୍କୁ ଆଇଆଇସି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ଅନୁଧ୍ୟାନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking