18.1 C
Bhubaneswar
Sunday, December 21, 2025
Homeଅପରାଧପୋଲିସ କବ୍ଜାରେ ଗଞ୍ଜେଇ ମାଫିଆ

ପୋଲିସ କବ୍ଜାରେ ଗଞ୍ଜେଇ ମାଫିଆ

ଭୁବନେଶ୍ୱର :କନ୍ଧମାଳରୁ ଝାଡଖଣ୍ଡ ଭାୟା ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ । ସୂଚନା ଅନୁଯାୟୀ, ଧଳା କାରରେ ଚୋରାରେ ଚାଲାଣ ହେଉଥିଲା ଗଞ୍ଜେଇ । ଆଗେ ଆଗେ ମାଫିଆ ଗାଡି ଖୁବ୍ ଜୋରରେ ଚାଲିଥିବା ବେଳେ ପଛେ ପଛେ ଗୋଡାଉଥିଲା ପୁଲିସ। ଖୋର୍ଦ୍ଧା ପିତାପଲିରୁ ଫଲୋ କରି ଯାଆଁଳା ପାଖରେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking