29.1 C
Bhubaneswar
Sunday, May 11, 2025
Homeଓଡିଶାନାବାଳିକାକୁ ଗଣଦୁଷ୍କର୍ମ!

ନାବାଳିକାକୁ ଗଣଦୁଷ୍କର୍ମ!

ସୁନ୍ଦରଗଡ: ସୁନ୍ଦରଗଡରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ  ହୋଇଛି । ନାବାଳିକାକୁ ଜଙ୍ଗଲକୁ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି । ବିବାହ ଭୋଜି ସାରି ସମ୍ପର୍କୀୟ ସହ ଫେରୁଥିଲେ ।  ପ୍ରଥମେ ବାଇକକୁ ଧକ୍କା ଦେଲା ବୋଲେରୋ ।  ତଳେ ପଡିଥିବା  ପରେ ନାବାଳିକାକୁ ଛାଡି ସମ୍ପର୍କୀୟ ଛୁ । ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ ପରେ ୩ ଅଭିଯୁକ୍ତ ଫେରାର ଅଛନ୍ତି । ଗଣଦୁଷ୍କର୍ମ ନେଇ ତଳସାରା ଥାନାରେ ଏତଲା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking