ବାଲିଗୁଡା : ଜୁଆଆଡ୍ଡା ଉପରେ ପୁଲିସ ଚଢାଉ କରିଛି ା ପୋଲିସ ୧୩ ଜୁଆଡି ଗିରଫ କରିଛି ତା ସହିତ ନଗଦ ୫୬ ହଜାର ଟଙ୍କା ଜବତ କରିଛି ା ବାଲିଗୁଡା ଜଙ୍ଗଲ ଭିତରେ ଚାଲିଥିଲା ଜୁଆ ଆଡା । ୧୨ଟି ବାଇକ ଜବତ କରିଛ ଦାରିଙ୍ଗିବାଡି ପୁଲିସ ।