ପୁରୀ: ରଥଖଳାରେ ଗଜପତି ମହାରାଜା । ରଥଖଳାରେ ମହାରଣା ସେବାୟତଙ୍କ ସହିତ ଆଲୋଚନା କରିଛନ୍ତି । ରଥ କାଯ୍ୟ ଅଗ୍ରଗତି ନେଇ ତଦାରଖ କରିଛନ୍ତି । ଏଥି ସହିତ ରଥ ସମସ୍ୟାର ସମାଧାନ ହୋଇଛି କିନାହିଁ ସେ ବାବଦରେ ମଧ୍ୟ ପଚାରି ବୁଝିଛନ୍ତି । ବର୍ଷା ହେଲେ ରଥକାମ ଉପରେ ପ୍ରଭାବିତ ନହେବ ସେନେଇ ମହାରଣା ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ରଥକାଠ ଜନିତ ସମସ୍ୟା ନଥିବା ନେଇ ଗଜପତି ମହାରାଜକୁ ଅବଗତ କରାଇଛନ୍ତି ମହାରଣା ସେବାୟତ ା