19.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଗଗନଯାନ ମିଶନ : ଇସ୍ରୋ ଓ ନୌସେନାର ପୂର୍ବାଭ୍ୟାସ

ଗଗନଯାନ ମିଶନ : ଇସ୍ରୋ ଓ ନୌସେନାର ପୂର୍ବାଭ୍ୟାସ

ନୂଆଦିଲ୍ଲୀ : କ୍ର‌୍ୟୁ ମଡେଲରୁ ମହାକାଶରୁ  ଫେରିବା ପରେ ସମୁଦ୍ର  ଭିତରୁ କେମିତି ଉଦ୍ଧାର କରିବ ନୌସେନା ଏହାର ପୂର୍ବାଭ୍ୟାସ କରିଛନ୍ତି ଇସ୍ରୋ ଓ ଭାରତୀୟ ନୌସେନା  । ଏହି ପ୍ରକ୍ରିୟାକୁ କୁହାଯାଉଛି ୱେଲ ଡେକ ରିକଭରୀ ଟ୍ରାଏ । ଗତ ୬ ତାରିଖରେ ବିଶାଖାପାଟଣା ତଟ ନିକଟରେ ଇଷ୍ଟଣ୍ଣ ନାଭାଲ ପକ୍ଷରୁ ସିପ ସହାୟତାରେ ଗଗନ ଯାଞ୍ଚ ଶେଷ ପଯ୍ୟାୟରେ କ୍ରୁ ମୋଡେଲ  ସମୁଦ୍ରରେ ଖସିବା ପରେ ଏହାକୁ କିଭଳି ଯଥାଶୀଘ୍ର ଉଦ୍ଧାର କରାଯାଇପାରିବ ତାର ଅଭ୍ୟାସ କରାଯାଇଛି । ଏହି ସମୟରେ କ୍ରୁ ମଡେଲର ଆକାର ଓଜନକୁ ଧ୍ୟାନ ଦିଆଯାଇଥିଲା ଏବଂ ସମସ୍ତେ ଆମୁଳଚୁଳ ପ୍ରକ୍ରିୟାର ଅଭ୍ୟାସ କରାଯାଇଥିଲା । ୨୦୨୬ ମସିହା ଶେଷ ଆଡକୁ ହେବାକୁ ଥିବା ଗଗନ ଯାନ  ମିଶନରେ ପ୍ରଥମ ଥର ପାଇଁ ମହାକାଶ ମିଶନରେ ମଣିଷ ପଠାଇବ ଭାରତ । ୩ ଜଣ ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪ ଶହ କିଲୋମିଟର ଉପରକୁ ଯାଇ ୩ ଦିନ ରହିବେ ଏବଂ ପୃଥିବୀକୁ ସୁରକ୍ଷିତ ଫେରିବେ ।  ପୂର୍ବରୁ ଚଳିତ ବର୍ଷ ଶେଷ କିମ୍ବା ୨୦୨୫ ଆରମ୍ଭରୁ କ୍ରୁ ମଡେଲକୁ  ମହାକାଶକୁ ପଠାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking