22.1 C
Bhubaneswar
Saturday, March 28, 2026
Homeଓଡିଶାସାଙ୍ଗ ଗୁଳିରେ ସାଙ୍ଗ ମୃତ

ସାଙ୍ଗ ଗୁଳିରେ ସାଙ୍ଗ ମୃତ

ହିନ୍ଦୋଳ: ସାଙ୍ଗ ଗୁଳି ମାଡରେ ସାଙ୍ଗ ମୃତ । ରସୋଳ ଥାନା  କଦଳୀପାଳ ଅଞ୍ଚଳରେ ଏହି ଘଟଣା ଘଟିଛି । ଶିକାର ପାଇଁ ୨ ସାଙ୍ଗ  ଜଙ୍ଗଲକୁ ଯାଇଥିଲେ । ହେଲେ ଅନ୍ୟ ଜଣ ସାଙ୍ଗ ଜନ୍ତୁ ଭାବି ନିଜ ସାଙ୍ଗକୁ ଗୁଳି କରିଦେଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ସାଙ୍ଗକୁ ଅଟକ ରଖି ପୁଲିସ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking