କଟକ : ଚାକିରି ନାଁରେ ଠକେଇ ଅଭିଯୋଗ ହୋଇଛି । କଟକ ଜିଲ୍ଲା ବିଡାନାସୀ ଥାନାରେ ଠକେଇ ନେଇ ଅଭିଯୋଗ ହୋଇଛି । ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଡାନିଏଲ ରାଜକୁ ଗିରଫ କଲା ପୁଲିସ । ମୁଖ୍ୟ ଅଭିଯୁକ୍ତ ସମର୍ପିତ ଚୌଧୁରୀ ଫେରାର ଅଛନ୍ତି । ବାଲେଶ୍ୱରର ଯୁବକ , ଯୁବତୀଙ୍କୁ ଠକେଇ ଅଭିଯୋଗ ହୋଇଛି ।