21.1 C
Bhubaneswar
Monday, December 8, 2025
Homeଓଡିଶାପ୍ରତାରଣା: ଜୀବନ ହାରିଲେ ନର୍ସିଂ ଛାତ୍ରୀ

ପ୍ରତାରଣା: ଜୀବନ ହାରିଲେ ନର୍ସିଂ ଛାତ୍ରୀ

ମାଲକାନଗିରି: ପ୍ରେମ ପ୍ରତାରଣାରୁ ଜୀବନ ହାରିଲେ ବିଏମସି ନର୍ସିଂ ଛାତ୍ରୀ । ମୃତ ଛାତ୍ରୀ ଜଣଙ୍କ ହେଲେ ମାଲକାନହିରି ଥାନା ଏମଭି- ୩୬ । କିଛି ଦିନ ତଳେ ଟାବଲେଟ ଖାଇ ଜୀବନ ହାରିବା ଉଦ୍ୟମ କରିଥିଲେ । କାଲି ମେଡିକାଲରୁ ଡିସଚାର୍ଜ ପରେ ଆଜି ଘରେ ଝୁଲି ପଡିଲେ । ପୁଅ ଘରର ସମସ୍ତେ ଝିଅକୁ ବୋହୂ କରିବାକୁ କହି ଧୋକ୍କା ଦେଇଥିଲେ । ପ୍ରତାରଣା କରିଥିବା ଯୁବକକୁ ଫାଶୀ ମିଳିବା ଦରକାର କହିଲେ ମୃତକଙ୍କ ବାପା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking