ଶ୍ରୀନଗର: ସୋପିଆନରେ ବଡ ଧରଣର ଏନକାଉଣ୍ଟର । ଏନକାଉଣ୍ଟର ଜଣେ ଆତଙ୍କୀ ନିହତ ହୋଇଛନ୍ତି । ଜମ୍ମୁକାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ – ଆତଙ୍କୀବାଦୀ ମୁହାଁମୁହିଁ ହୋଇଛନ୍ତି । ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ । ୩ ଲସ୍କର ଆତଙ୍କବାଦୀ ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି ।