22.1 C
Bhubaneswar
Friday, December 5, 2025
Homeଓଡିଶାହୀରାକୁଦରେ ଆଉ ୪ ଗେଟ୍ ଖୋଲିଲା

ହୀରାକୁଦରେ ଆଉ ୪ ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଲା । ୨୫ ତାରିଖ ଲଘୁଚାପଜନିତ ବର୍ଷା ଥିବାରୁ ଆଉ ୪ ଗେଟ୍ ଖୋଲିଲା । ବର୍ତ୍ତମାନ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ । ସକାଳେ ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲାଯାଇଥିଲା । ଏନେଇ ସୂଚନା ଦେଇଥିଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ । ଏବେ ମହାନଦୀ ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ ଜଳସ୍ତର ।

ହୀରାକୁଦର ୪ଟି ଗେଟ ଖୋଲିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking