23.1 C
Bhubaneswar
Sunday, March 22, 2026
Homeଓଡିଶାଖୋଲିଲା ହୀରାକୁଦର ଆଉ ୪ଟି ଗେଟ

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ

ସମ୍ବଲପୁର : ହୀରାକୁଦ ଡ୍ୟାମର  ଆଉ ୪ଟି ଗେଟ ଖୋଲାହେଲା ।  ମୋଟ ୧୦ଟି ଗେଟ  ଦେଇ ବନ୍ୟାଜଳ ନିଷ୍କାସନ  ହେବ । ଅନ୍ୟପଟେ, କୌଣସି ନଦୀରେ ବନ୍ୟା ନାହିଁ  କହିଲେ ସର୍ବୋଚ୍ଚ ଯନ୍ତ୍ରୀ । ଆଖୁଆପଦାରେ  ବୈତରଣୀ ସତର୍କ  ସଂକେତ ଉପରେ ଅଛି । ହେଲେ ଏହା ବିପଦ ସଂକେତକୁ ଯିବନି । ୧୬ ବ୍ଲକ ମୁଖ୍ୟାଳୟରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଜଳସ୍ତର ତଳକୁ  ରହିଥିବାରୁ  ବନ୍ୟାନାହିଁ । ହୀରାକୁଦର ୬ଟି ଗେଟ , ରେଙ୍ଗାଲିରେ ଗୋଟିଏ ଗେଟ ଖୋଲା ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking