ସମ୍ବଲପୁର: ଆସିଲା ହୀରାକୁଦ ଜଳଭଣ୍ଡାରର ପକ୍ଷୀ ଗଣନା ରିପୋର୍ଟ। ଚଳିତ ବର୍ଷ ୧୨୮ ପ୍ରଜାତିର ୪ ଲକ୍ଷ ୨୧ ହଜାର ପକ୍ଷୀ ଆସିଛନ୍ତି। ୫ଟି ପ୍ରଜାତିର ନୂଆ ପକ୍ଷୀ ମଧ୍ୟ ଚିହ୍ନଟ କରାଯାଇଛି। ଗତବର୍ଷ ଠାରୁ ୪୪ ହଜାର ଅଧିକ ପକ୍ଷୀ ହୀରକୁଦକୁ ଆସିଛନ୍ତି। ଗତବର୍ଷ ୩ ଲକ୍ଷ ୭୭ ହଜାର ପକ୍ଷୀ ହୀରାକୁଦକୁ ଆସିଥିଲେ।