24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଇଟାଲୀରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪ ଭାରତୀୟ ମୃତ

ଇଟାଲୀରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪ ଭାରତୀୟ ମୃତ

ଇଟାଲୀ: ଦକ୍ଷିଣ ଇଟାଲୀର ମାଟେରାରେ ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛିା ଏହି ଦୁର୍ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ରୋମରେ ଥିବା ଭାରତୀୟ ଦୂତଭାସ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତିା ସୂଚନା ଅନୁସାରେ, ସୋମବାର ଆଗ୍ରି ଭ୍ୟାଲିର ମାଟେରାର ସ୍କାନଜାନୋ ଜୋନିକୋ ମ୍ୟୁନିସିପାଲିଟି ଅଞ୍ଚଳରେ କାରଟି ଏକ ଟ୍ରକ ସହିତ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲ।। ମୃତକମାନେ ମନୋଜ କୁମାର(୩୪), ସୁରଜିତ ସିଂ(୩୩), ହରବିନ୍ଦର ସିଂ(୩୧) ଏବଂ ଜସକରଣ ସିଂ(୨୦) ବୋଲି ଚିହ୍ନଟ କରାଯାଇଛିା ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ପାଲିକୋରୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜଣେ ଗୁରୁତରଙ୍କୁ ପୋଟେଞ୍ଜାର ସାନ କାର୍ଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking