ଭୁବନେଶ୍ୱର: ଗୁଜୁରାଟ ମଡେଲରେ ହେବ ଓଡିଶାରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ । ଏନେଇ ସୂଚନା ଦେଲେ ସଭାପତି ଭକ୍ତ ଦାସ, ନାଁ ରହିଛି ସଂଗଠନ ସୂର୍ୟନ । ରାଜ୍ୟ ବାହାରୁ ପଯ୍ୟଟକ , ପିସିସି ସଭାପତି , ବରିଷ୍ଠ ନେତା ଜିଲ୍ଲା ଗସ୍ତ କରିବେ । ତଥ୍ୟ ସଂଗ୍ରହ ପରେ ଗଣତାନ୍ତ୍ରିକ ପଦ୍ଧତିରେ ଜିଲ୍ଲା ସଭାପତି ଚୟନ କରାଯିବ । ମାସକ ମଧ୍ୟରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ ହେବ ।