19.1 C
Bhubaneswar
Sunday, January 11, 2026
Homeଓଡିଶାଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର

ଟିଟିଲାଗଡ: ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ । ମୁରିବାହାଲ ରେଞ୍ଜ ଗୁଲ୍‌ମୀ ଫରେଷ୍ଟର ଅଶୋକ କୁମାର ନାଏକ । ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ । ଗଛ କାଟିବା ପାଇଁ ଅନୁମତି ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking