27.1 C
Bhubaneswar
Sunday, July 7, 2024
Homeଓଡିଶାନିଲମ୍ବିତ ହେଲେ ଫରେଷ୍ଟର,ଫରେଷ୍ଟ ଗାର୍ଡ

ନିଲମ୍ବିତ ହେଲେ ଫରେଷ୍ଟର,ଫରେଷ୍ଟ ଗାର୍ଡ

ଅନୁଗୁଳ : ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣାରେ ନିଲମ୍ବିତ ହେଲେ ଦୁଇ ବନବିଭାଗ କର୍ମଚାରୀ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ବି କରାଯାଇଛି । ପ୍ରାୟ ୮ ଦିନ ତଳେ ଅନୁଗୁଳ ଜିଲ୍ଲା ବନଖଣ୍ଡ ଜରପଡା ବନାଞ୍ଚଳ ପରା ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତଦନ୍ତ କରାଯାଇ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ୟ୍ୟରେ ଅବହେଳା ପାଇଁ ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ହାତୀ ଦାନ୍ତ ଚୋରି ଅଭିଯୋଗରେ ରୋଡ଼ସିଙ୍ଗା ଗାଁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking