14.1 C
Bhubaneswar
Friday, December 12, 2025
Homeଓଡିଶାଅଲିଭ ରିଡଲେ ଅଣ୍ଡା ଜଗିଛନ୍ତି ବନ କର୍ମଚାରୀ : ପିସିସିଏଫ

ଅଲିଭ ରିଡଲେ ଅଣ୍ଡା ଜଗିଛନ୍ତି ବନ କର୍ମଚାରୀ : ପିସିସିଏଫ

ଭୁବନେଶ୍ୱର : ଅଲିଭ ରିଡଲେଙ୍କ ରେକର୍ଡ ଅଣ୍ଡାଦାନ ପରେ ସୁରକ୍ଷା ପାଇଁ ବ୍ୟାଫକ ବ୍ୟବସ୍ଥା କରାଯାଇଛି  କହିଲେ ପିସିସିଏଫ ପ୍ରେମ କୁମାର ଝା । ଅଣ୍ଡାଦାନ ହୋଇଥିବା  ୫ କିମି ବ୍ୟାପୀ ସମ୍ପୁଣ୍ଣ ବିଚ ଫେନ୍ସିଂ ହୋଇଛି । ପ୍ରତି ୫୦ ମିଟରରେ ଜଣେ ବନ କର୍ମଚାରୀ ମୁତୟନ ଅଛନ୍ତି । ଅଣ୍ଡାଦାନ ପରେ ଛୁଆ ବାହାରିବା ପାଇଁ ୪୦ ଦିନ ସମୟ ଲାଗିବ । ଛୁଆ ଜନ୍ମ ହେବା ସମୟରେ ମୁହାଣ ପାଖରେ ସପ୍ତାହେ  ଲାଇଟ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking