21.1 C
Bhubaneswar
Saturday, February 7, 2026
Homeଓଡିଶାକ୍ରୋମାଇଟ ଲୁଟ ବେଳେ ମାଡ଼ିବସିଲା ବନ ବିଭାଗ

କ୍ରୋମାଇଟ ଲୁଟ ବେଳେ ମାଡ଼ିବସିଲା ବନ ବିଭାଗ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଞ୍ଚଳରେ ବେଆଇନ କ୍ରୋମାଇଟ ଲୁଟ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି ଖଣି ଅଞ୍ଚଳ ପରିତ୍ୟକ୍ତ ଖଣି ଓ ଜଙ୍ଗଲ ଥିବ ବିନା ଲିଜି ଥିବl ସ୍ଥାନ ରେ କ୍ରୋ ମାଇଟ ଉତ୍ତୋଳନ କରି କୋଟି କୋଟି ଟଙ୍କା ରେ ଜାଲ କାଗଜ ପତ୍ର ରେ ପରିବହନ କରାଯାଉଛି l ଖଣି ବିଭାଗ ପୋଲିସ୍ ପ୍ରଶାସନ ଜାଣି ନିରବ ଦ୍ରଷ୍ଟା ସାଜିଛି ଗଣ ମାଧ୍ୟମ ରେ ଏ ସଂପର୍କ ଖବର ପ୍ରକାଶ ଓ ପ୍ରସାରଣ କରା ଯାଉଚି ସରକାର ଙ୍କ ନିକଟ ରେ ଅଭିଯୋଗ ହେଲେ ମଧ୍ଯ ସରକାର ଚୂପୁ ଏହା କଣ ଡବଲ ଇଞ୍ଜିନ ସରକାର ଙ୍କ ସ୍ୱଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ଏହା ଦୃଷ୍ଟାନ୍ତ ସ୍ୱରୂପ ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ରେ ବେନିୟମ ରେ କ୍ରୋମଇଟ ଚାଲାଣ ହେଉଥିବା ବେଳେ ଖବର ପାଇ ସୁକିନ୍ଦା ବନବିଭାଗ ମାଡ଼ିବସିଛି l ସୂଚନା ଅନୁଯାଇ ରାଁଶୋଳ ସେକ୍ସନ ଭୀମଟାଙ୍ଗର ଅଞ୍ଚଳରୁ ଚୋରା କ୍ରୋମାଇଟ ଖୋଳା ଯାଉଥିବା ବେଳେ ଖବର ପାଇଥିଲା ସୁକିନ୍ଦା ବନବିଭାଗ l ସୁକିନ୍ଦା ରେଞ୍ଜର ଦେବେନ୍ଦ୍ର ମାଝୀ ଏକ ସ୍ୱରନ୍ତ୍ର ଟିମ ନେଇ ଘଟଣା ସ୍ଥଳରେ ପହଁଚି ଏକ କ୍ରୋମାଇଟ ବୋଝେଇ ହାଇବା ସହିତ କ୍ରୋମାଇଟ ସୁକିନ୍ଦା ବନବିଭାଗ କଣ ପଦକ୍ଷେପ ନେଉଛିତାହା ଦେଖିବାକୁ ଅପେକ୍ଷା ରହିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking