25.1 C
Bhubaneswar
Saturday, February 14, 2026
Homeଓଡିଶାବନକଲାଗି ନୀତି: ଆଜି ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ବନକଲାଗି ନୀତି: ଆଜି ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଆଜି  ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ୱିତାୟ ଭୋଗମଣ୍ଡପ ଶେଷ ହେବା ପରେ  ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି  ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ଦୂରଦୂରାନ୍ତରୁ  ଆସିଥିବା ଭକ୍ତମାନେ  ସେହି ଅନୁସାରେ  ଦର୍ଶନ   କରିବା ପାଇଁ  ଯୋଜନା କରିବାକୁ ଶ୍ରୀମନ୍ଦିର  ପ୍ରଶାସନ ନିବେଦନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking