25.1 C
Bhubaneswar
Saturday, December 6, 2025
Homeଅପରାଧସମ୍ପତ୍ତି ପାଇଁ , ମା ଝିଅକୁ ଜାଳିଦେଲେ

ସମ୍ପତ୍ତି ପାଇଁ , ମା ଝିଅକୁ ଜାଳିଦେଲେ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଭୟାନକ ଘଟଣା । ଘରେ ନିଆଁ ଲାଗି ଜଳିଗଲେ ମା ଓ ଝିଅ । ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ମାନେଶ୍ଵର ହାଟପଦା ଅଞ୍ଚଳରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଘରେ ମା ଓ ଝିଅ ଶୋଇଥିବା ସମୟରେ ନିଆଁ ଲାଗିଥିଲା । ମା ର ବୟସ ୯୦ ହୋଇଥିବା ବେଳେ , ଝିଅ ର ବୟସ ୬୨ ବର୍ଷ । ତେବେ ସୂଚନା ଅନୁଯାଇ , ଅଗ୍ନିକାଣ୍ଡର କାରଣ ଏବେ ଯାଏଁ ଜଣାପଡ଼ିନାହିଁ । କେତେବେଳେ ଓ କେମିତି ନିଆଁ ଲାଗିଲା ତା ର କାରଣ ଅସ୍ପଷ୍ଟ ରହିଛି । ତେବେ ସମ୍ପତ୍ତି ପାଇଁ ଭାଇ ଓ ଭାଉଜ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଭଉଣୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking