ଭୁବନେଶ୍ୱର : ମାର୍ଚ୍ଚରେ ଉଦଘାଟନ ହେବ ପଳାଶୁଣୀ ଫୁଟ ଓଭର ବ୍ରିଜ ହେବ । ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ଉଦଘାଟନ ହେବ ଫୁଟ ଓଭର ବ୍ରିଜ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଘୋଷଣା କରିଛନ୍ତି । ଦୁର୍ଘଟଣା କମାଇବ ପଳଳାଶୁଣୀ ଫୁଟ ଓଭର ବ୍ରିଜ । ଉଦଘାଟିତ ହେଲା ହଂସପାଳ ଫ୍ଲାଏ ଓଭର ବ୍ରିଜ । ୨୪ କୋଟି ଟଙ୍କାରେ ନିର୍ମାଣ ହୋଇଛି ଫ୍ଲାଏ ଓଭର ବ୍ରିଜ । ହଂସପାଳରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣକୁ ଆସିବ କହିଛି ଏନଏଚଏଆଇ । ଭୁବନେଶ୍ୱର – କଟକ ଟ୍ରାଫିକ ସମସ୍ୟା ଦୂର କରିବ ରିଙ୍ଗ ରୋଡ । ଖୁବଶୀଘଅର ଆରମ୍ଭ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ରାମଶ୍ୱରରୁ ଚୌଦାର ଯାଏଁ ହେବ ୧୧୧ କିମିର ରିଙ୍ଗ ରୋଡ । ଭୁବନେଶ୍ୱର – କଟକ ଟ୍ରାଫିକ ସମସ୍ୟା ଦୂର କରିବ ରିଙ୍ଗ ରୋଡ । ଖୁବଶୀଘଅର ଆରମ୍ଭ ହେବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ରାମଶ୍ୱରରୁ ଚୌଦାର ଯାଏଁ ହେବ ୧୧୧ କିମିର ରିଙ୍ଗ ରୋଡ ।