25.1 C
Bhubaneswar
Wednesday, March 25, 2026
Homeଓଡିଶାକାଲିଠୁ ରାଜ୍ୟରେ ଧାନକିଣା: ମନ୍ତ୍ରୀ 

କାଲିଠୁ ରାଜ୍ୟରେ ଧାନକିଣା: ମନ୍ତ୍ରୀ 

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ  ଆରମ୍ଭ ହେବ ଧାନକିଣା । ଏନେଇ ସୂଚନା ଦେଲେ  ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା  କରାଯାଇଛି । ମଣ୍ଡିରେ ଖାଦ୍ୟ, ପାନୀୟ , ଶୌଚାଳୟ ଭଳି ସବୁ ବ୍ୟବସ୍ଥା  କରାଯାଇଛି । ଠିକ ସମୟରେ ଗାଡି ପହଞ୍ଚାଇବା ପାଇଁ ମିଲ ମାଲିକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା ଉପରେ  ନଜର ରଖିବାକୁ  ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କଟନି ଛଟନି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି  ବୋଲି ସହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking